Videos

Video: ଯାତ୍ରା ଛାଡିଲେ କି ଅଭିନେତା ପିୟୁଷ ? କରୁଛନ୍ତି ଏହି କାମ

Video: ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା ପିୟୁଷ ତ୍ରିପାଠୀଙ୍କୁ ନେଇ ସାରା ରାଜ୍ୟର ପ୍ରଶଂସକଙ୍କ ମଧ୍ୟରେ ବିଭିନ୍ନ ଚର୍ଚ୍ଚା ହେଉଛି । ପୋଲିସ ଚାକିରି ଛାଡି ଯାତ୍ରା ଜଗତରେ ପିୟୁଷ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କେବଳ ଯାତ୍ରା ନୁହେଁ, ଅନେକ ସିନେମାରେ ମଧ୍ୟ ପିୟୁସଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି । ମିଠା ମିଠା କଥାରେ ଅନ୍ୟର ମନ ଜିଣିବା କଳା ପିୟୁଷଙ୍କୁ ଖୁବ ଭଲ ଭାବେ ଜଣା । ସେଥିପାଇଁ ସେ ସଭିଙ୍କ ପ୍ରିୟ ।

Video Thumbnail
Advertisement
Read More