Videos

Vigilance Raid: ପାଇଖାନା ଭିତରୁ ବାହାରିଲା ବିଡ଼଼ା ବିଡ଼ା ଟଙ୍କା, ଦେଖନ୍ତୁ ଏହି ଭିଡିଓ

Vigilance Raid: ଭିଜିଲାନ୍ସ ରେଡ୍ ଦେଖି ରେଞ୍ଜର୍ ଛାନିଆ ପାଇଖାନା ଫ୍ଲସ୍ ଭିତରେ ଲୁଚାଇ ଦେଲେ ଟଙ୍କା ବିଡ଼ା, ହେଲେ ଧରିଦେଲା ଭିଜିଲାନ୍ସ ଟିମ୍, ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍, ଭିଜିଲାନ୍ସକୁ ଦେଖି ଫ୍ଲସ୍‌ରେ ଟଙ୍କା ଫିଙ୍ଗି ଦେଇଥିଲେ ରେଞ୍ଜର୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ସମେତ ଭୁବନେଶ୍ବର ଓ ଢେଙ୍କାନାଳର ୮ଟି ସ୍ଥାନରେ ରେଡ୍ ଜାରି।

Video Thumbnail
Advertisement
Read More