Videos

Odisha News: ବବି ଦାସଙ୍କର ସାମାନ୍ୟ ଜ୍ଞାନର ଅଭାବ ଅଛି ବୋଲି କହିଲେ ଧର୍ମେନ୍ଦ୍ର ପ୍ରଧାନ

ବବି ଦାସ ଙ୍କର ସାମାନ୍ୟ ଜ୍ଞାନ ର ଅଭାବ କହିଲେ ଧର୍ମେନ୍ଦ୍ର | ସମ୍ବଲପୁର ରେ ଆୟୋଜିତ ମିଶନ ଫର ନେସନ ବୁଦ୍ଧିଜୀବୀ ସମାବେଶ ରେ ଏଭଳି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ | ସେ ପୁଣି କହିଛନ୍ତି ଏଥର ଓଡିଶା ରେ ୨୧ ଟି ସାଂସଦ ଆସନ ବିଜେପି ନେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି |

Video Thumbnail
Advertisement
Read More