Videos

Dharmendra Pradhan Target BJD: 'ବିଜୁ ଜନତା ଦଳରେ ଯୋଗ୍ୟ ନଥିବାରୁ ତାମିଲନାଡ଼ୁରୁ ଭଡ଼ାରେ ନେତା ଆଣିଛି ବିଜେଡି'

Dharmendra Pradhan Target BJD: କଣ ଓଡିଶା ରେ ଲୋକ ନାହାନ୍ତି ଗୁମାସ୍ତା ହାତରେ ଶାସନ ଡୋରି ରହିଛି |ଗୋଟିଏ ତାମିଲ ଗୁମାସ୍ତା ଆମକୁ ଶାସନ କରିବ ଆମେ ଏହାର ଉଚିତ ଜବାବ ଦେବା | ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କାର୍ଡ ସହ ଆୟୁଷ୍ମାନ ଯୋଜନା କୁ ମଧ୍ୟ ସାମିଲ କରନ୍ତୁ | ଲୋକେ ବେଶୀ ସୁବିଧା ପାଇବେ ବୋଲି କହିଛନ୍ତି ଧର୍ମେନ୍ଦ୍ର |

Video Thumbnail
Advertisement
Read More