Videos

Delhi Metro: ରୋମାନ୍ସରେ ବ୍ୟସ୍ତ ଥିଲେ କପଲ୍, ମହିଳା ଦେଖିବା ପରେ...

ପ୍ରତିଦିନ ଭାଇରାଲ ହେଉଛି ଦିଲ୍ଲୀ ମେଟ୍ରୋ ଭାଇରାଲ ଭିଡିଓ। ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦିଲ୍ଲୀ ମେଟ୍ରୋ ଭିଡିଓ। ମେଟ୍ରୋରେ ଏକ କପଲ୍ ରୋମାନ୍ସ କରୁଥିବା ବେଳେ ଧରାପଡ଼ିଥିଲେ ଆଉ ତା ପରେ ଆରମ୍ଭ ହୋଇଥିଲା ଝଗଡ଼ା। ମହିଳା ଜଣଙ୍କ ପ୍ରେମୀଯୁଗଳକୁ ଟାର୍ଗେଟ କରିବା ସହ ଏପରି କରିବା ଠିକ୍ ନୁହେଁ ବୋଲି କହିଥିଲେ। କାରଣ ମେଟ୍ରୋରେ ଆବାଳ ବୃଦ୍ଧ ବନିତା ଯାତାୟତ କରୁଥିବା ବେଳେ ଏମିତି କାର୍ଯ୍ୟ ସମାଜକୁ ଏକ ଖରାପ ବାର୍ତ୍ତା ଦେଉଛି ବୋଲି ସେ କହିଥିଲେ।

Video Thumbnail
Advertisement
Read More