Videos

Rajnath Singh: ଓଡ଼ିଶା ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ, ରାଜ୍ୟର ତିନୋଟି ଜିଲ୍ଲା ଗସ୍ତ କରିବେ ରାଜନାଥ ସିଂ

ଓଡ଼ିଶା ରାଜ୍ୟ ଗସ୍ତରେ ରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଓଡ଼ିଶା ରେ ତିନୋଟି ସ୍ଥାନରେ ରହିଛି ଦଳୀୟ କାର୍ଯ୍ୟକ୍ରମ। ପ୍ରଥମେ ନବରଙ୍ଗପୁର, ଦ୍ଵିତୀୟ ରେ ବ୍ରହ୍ମପୁର, ଓ ଶେଷରେ ମୟୂରଭଞ୍ଜ ଜିଲ୍ଲାରେ ରହିଛି କାର୍ଯ୍ୟକ୍ରମ। ବାରିପଦା ସହରର ଛଉ ପଡିଆ ଠାରେ ହେବ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ରେ ବାଲେଶ୍ବର, ଭଦ୍ରକ କେଉଁଝର ଓ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଦଳୀୟ କାର୍ଯ୍ୟକାରୀ ମାନେ ଯୋଗ ଦେବାର ସୂଚନା ମିଳିବାକୁ ପାଇଛେ।

Video Thumbnail
Advertisement
Read More