Videos

Video: ପାଣିରେ ଚାଲିଛି କ୍ରିକେଟ୍ ଖେଳ, ପହଁରି ରନ୍ ନେଉଛନ୍ତି ଖେଳାଳି

Video: କ୍ରିକେଟ ଖେଳ ଖେଳିବାକୁ ଏବଂ ଦେଖିବାକୁ ପ୍ରାୟ ଅଧିକାଂଶ ଲୋକ ପସନ୍ଦ କରନ୍ତି । ପ୍ରତି ଗାଁରେ କ୍ରିକେଟ୍ ଖେଳ ହୋଇଥାଏ । କିନ୍ତୁ ଆପଣ ଦେଖୁଥିବା ଭିଡିଓଟି ଖୁବ୍ ନିଆରା । ଏଠାରେ କ୍ରିକେଟ୍ ଖେଳିବାକୁ ପଡିଆ ନାହିଁ କିମ୍ୱା ପିଚ୍ ନାହିଁ । ଏଠାରେ ପାଣିରେ ଚାଲିଛି କ୍ରିକେଟ୍ ଖେଳ । ପାଣିରେ ପହଁରି ପହଁରି ରନ୍ ନେଉଛନ୍ତି ବ୍ୟାଟସମ୍ୟାନ୍ 

 

Video Thumbnail
Advertisement
Read More