Videos

Constable Bike stunt Video: ଖାକି ପୋଷାକରେ ବାଇକରେ ଷ୍ଟଣ୍ଟ କରି ରିଲ୍ ବନାଇବା ପଡ଼ିଲା ମହଙ୍ଗା, ଚାକିରୀ ହରାଇଲେ ପୋଲିସ ବାବୁ

Constable Bike stunt Video: ପୋଲିସ କନଷ୍ଟେବଳ ଜଣକ ଗୋରଖପୁରର ତାରାମଣ୍ଡଳ ରୋଡରେ ବାଇକରେ ଷ୍ଟଣ୍ଟ କରି ଏକ ରିଲ ବନାଇଥିଲେ ଓ ଏହାକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ଅଭିଯୋଗ ଆସିବା ପରେ ଏସଏସପି ଡକ୍ଟର ଗୌରବ ଗ୍ରୋଭର ତଦନ୍ତ କରିଥିଲେ ଓ ମାମଲାଟି ସଠିକ୍ ଜଣାପଡ଼ିଥିଲା । ଏହା ପରେ ସେ କନଷ୍ଟେବଳ ସନ୍ଦୀପ କୁମାର ଚୁବେଙ୍କୁ (Sandeep Kumar Chaubey) ନିଲମ୍ବିତ କରାଯାଇଛି ।

Constable Bike stunt Video: In the video that led to his suspension, Constable Sandeep Kumar Chaubey can be seen performing daring stunts on a racing bike while clad in his official police uniform.

Video Thumbnail
Advertisement
Read More