Videos

Himanta Biswa Sarma: '୨୫ ବର୍ଷର ଶାସନରେ ଅପରାଗ, ସ୍ଥାଣୁ ପାଲଟିଛି ବିଜେଡି ସରକାର'

CM of Assam Himanta Biswa Sarma: ଜଗତସିଂହପୁରରେ ଗର୍ଜିଲେ ହେମନ୍ତ ବିଶ୍ବଶର୍ମା।କହିଲେ, ‘ଏଥର ଓଡ଼ିଶାରେ ବିଜେପି ସରକାର କରିବ ଏବଂ ମୋଦୀ ଙ୍କ ଗ୍ୟାରେଣ୍ଟି ରେ ପ୍ରଥମ ବର୍ଷରେ ଯୁବପିଢି ଙ୍କୁ ଏକ ଲକ୍ଷ ଚାକିରୀ ଘୋଷଣା। ଆଜି ଲଗାତାର ପ୍ରଚାର କ୍ରମରେ ଜଗତସିଂହପୁର ସଂସଦୀୟ କ୍ଷେତ୍ରର ଡେରିକି ଠାରେ ଦଳୀୟ ଏମପି ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ, ଓ ବିଧାୟକ ପ୍ରାର୍ଥୀ ଅମରେନ୍ଦ୍ର ଦାସଙ୍କ ପାଇଁ ଭୋଟ ଅପିଲ କରିଛନ୍ତି। ଏଥି ସହ ପ୍ରଥମ ବକ୍ତବ୍ୟ ରେ ଶ୍ରୀଯୁକ୍ତ ଶର୍ମା କହିଛନ୍ତି ଯେ ଏଥର ଓଡ଼ିଶା ରେ ବିଜେପି ସରକାର କରିବ ଏବଂ ମୋଦୀ ଙ୍କ ଗ୍ୟାରେଣ୍ଟି ରେ ପ୍ରଥମ ବର୍ଷରେ ଯୁବପିଢିଙ୍କୁ ଏକ ଲକ୍ଷ ଚାକିରୀ ଘୋଷଣା ।

Video Thumbnail
Advertisement
Read More