Hindi News >>Home >>Videos
Videos

Mohan Charan Majhi: ତଳେ ଚକା ପକାଇ ଖାଇଲେ ମୁଖ୍ୟମନ୍ତ୍ରୀ, ମୁହଁ ପୋଛିଦେଲେ ମା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନିଜର ଜନ୍ମ ମାଟି ସଦର ବ୍ଳକର ରାଇକଳାରେ ପହଁଚିଛନ୍ତି। ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ନିଜ ଗାଁରେ ହଜାର ହଜାର ଲୋକ ରୁଣ୍ଡ ହୋଇଥିବାବେଳେ ନିଜ ଗାଁର ପୁଅ ମୁଖ୍ୟମନ୍ତ୍ରୀ ହେବାପରେ ସେମାନଙ୍କ ପାଖକୁ ଭେଟିବାକୁ ଆସିଥିବାରୁ ଖୁସିରେ ବିଭୋର ହୋଇଛନ୍ତି ଲୋକେ। ମୁଖ୍ୟମନ୍ତ୍ରୀ ଗତକାଲି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ସର୍କିଟ ହାଉସରେ ରାତ୍ରିଯାପନ କରିଥିଲେ।

|Jun 24, 2024, 07:26 PM
Video Thumbnail
Advertisement

More Videos