Videos

Video: ଦେଖିଲା ସାପକୁ ଗାତରେ ପୁରାଇ ଦିଅନ୍ତିନି ଏହି ପିଲା, ଦେଖନ୍ତୁ ଭିଡିଓ

Viral Video: ସାପକୁ ଦେଖିଲେ ସାଧାରଣତଃ ଲୋକଙ୍କ ମନରେ ଭୟ ରହିଥାଏ । ବିଶେଷ କରି ଛୋଟ ପିଲାମାନେ ସାପକୁ ଦେଖିଲେ ଅଧିକ ଭୟ କରିଥାନ୍ତି । କିନ୍ତୁ ଏହି ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ୨ଜଣ ଛୋଟ ପିଲା ସାପକୁ ଭୟ ନକରି ତା ସହ ଖେଳିବାରେ ଲାଗିଛନ୍ତି । ଦେଖନ୍ତୁ ଭିଡିଓ

Video Thumbnail
Advertisement
Read More