Videos

Kuno National Park: କୁନୋ ଜାତୀୟ ଉଦ୍ୟାନରେ ତିନୋଟି ଛୁଆ ଜନ୍ମ କଲା ଚିତା, ଦେଖନ୍ତୁ ଭିଡିଓ

Cheetah Cubs Video: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ମାଇ ଚିତା ଆଶା ତିନିଟି ଛୁଆ ଜନ୍ମ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୋଜେକ୍ଟ ଚିତାର ସଫଳତା ବିଷୟରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସମସ୍ତ ଚିତା ଛୁଆ ଦୃଶ୍ୟମାନ ହେଉଛନ୍ତି। ଏହି ଭିଡିଓ ପୋଷ୍ଟ କରି ସେ ଲେଖିଛନ୍ତି, "କୁନୋ ନ୍ୟାସନାଲ ପାର୍କ ତିନିଜଣ ନୂତନ ସଦସ୍ୟଙ୍କୁ ସ୍ୱାଗତ କରିଛି। ଏହି ଛୁଆମାନେ ନାମ୍ବିଆର ଚିତା ଆଶା ପାଖରୁ ଜନ୍ମ ହୋଇଛନ୍ତି।"

Video Thumbnail
Advertisement
Read More