Hindi News >>Home >>Videos
Videos

Dharmendra Pradhan: ନିଟ ପରୀକ୍ଷା କୁ ନେଇ କଡା ପଦକ୍ଷେପ ଗ୍ରହଣ କରାଯିବ; କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନିଟ ପରୀକ୍ଷା କୁ ନେଇ କଡା ପଦକ୍ଷେପ ଗ୍ରହଣ କରାଯିବ |ମେଧାବୀ ଛାତ୍ରଛାତ୍ରୀ ଙ୍କର ପୁନଃ ପରୀକ୍ଷା କରାଯିବ ଓ ଯାହାର ମଧ୍ୟ ଏ ଘଟଣା ରେ ହାତ ଅଛି କଠୋର ରୁ କଠୋର ଦଣ୍ଡ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |

|Jun 17, 2024, 06:00 PM
Video Thumbnail
Advertisement

More Videos