Videos

Viral Video: ରାତିର ଅନ୍ଧାରରେ ହୀରା ନେକଲେସ ଲୁଟିନେଲା ମୂଷା

Viral Video:  ମୂଷାମାନେ ଖାଦ୍ୟ ସାମଗ୍ରୀ କିମ୍ବା ଅନ୍ୟାନ୍ୟ ଜିନିଷ ଚୋରି କରୁଥିବା ସାଧାରଣ କଥା ।ତେବେ ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଏକ ମୂଷା ଏକ ଅଳଙ୍କାର ଦୋକାନରୁ ମୂଲ୍ୟବାନ ହୀରା ହାର  ଚୋରି କରୁଥିବା ଦେଖିବାକୁ ମିଳିଛି।ଯାହାକି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

A Funny Cctv Video getting viral over social media. Surprisingly a rat stealing a diamond necklace from a jewellery shop. However u have seen rat stole often foodstuffs or some other things which are quite common. But here rat can be seen stealing a valuable diamond necklace. 

Video Thumbnail
Advertisement
Read More