Videos

Cat Viral Video: ପାର୍ଲରେ ଗ୍ରାହକଙ୍କୁ ମସାଜ କରୁଛି ବିଲେଇ, ଭିଡ଼ିଓ ଦେଖି ଆପଣ ମଧ୍ଯ ହେବେ ଆର୍ଶ୍ଚଯ୍ୟ

ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ବେଶ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳିଛୁ ଯେ, ଗୋଟିଏ ବିଲେଇ ପାର୍ଲରକୁ ଆସିଥିବା ଗ୍ରାହକଙ୍କ ମସାଜ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ଲୋକେ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।

Video Thumbnail
Advertisement
Read More