Videos

Cat Viral Video: ଟିଭି ଦେଖି ଫାଇଟ୍ କରୁଛି ବିଲେଇ, ଦେଖନ୍ତୁ ଏହି କ୍ୟୁଟ ଭିଡ଼ିଓ

ଏବେ ସୋସିଆଲରେ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଠାରେ ଟିଭି ପରଦାରେ ଚାଲିଥିବା ଏକ ଗେମର ଫାଇଟରଙ୍କୁ ଦେଖି ବିଲେଇଟି ମଧ୍ଯ ଫାଇଟ କରିବାକୁ ଥିବା ଦେଖିବାକୁ ମିଳିଛି । ଏହି ଭିଡ଼ିଓକୁ ଲୋକେ ବେଶ ପସନ୍ଦ କରୁଥିବା ବେଳେ ଏହା ବେଶ ଭାଇରାଲ ହେବାର ଲାଗିଛି ।

Video Thumbnail
Advertisement
Read More