Videos

CCTV Viral Video: ଟୋଲ୍ ଗେଟ୍ ଭାଙ୍ଗି କର୍ମଚାରୀଙ୍କୁ ଘୋଷାଡି ନେଲେ କାର୍ ଚାଳକ, ଭାଇରାଲ ହେଲା ଭିଡିଓ

ଉତ୍ତରପ୍ରଦେଶର ହାପୁରରେ ଟୋଲ ପ୍ଲାଜା ନିକଟରେ ଦେଖିବାକୁ ମିଳିଛି ଏକ ଭୟଙ୍କର ଦୁର୍ଘଟଣା। ଏହି ଘଟଣା ହାପୁରର ପିଲଖୁୱା ଟୋଲ ପ୍ଲାଜାରେ ଘଟିଛି। ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଭିଡିଓରେ ଏହା ଦେଖିବାକୁ ମିଳେ ଯେ କାର ଡ୍ରାଇଭର ଟୋଲ ଗେଟ୍ ଭାଙ୍ଗି ତା’ପରେ ଟୋଲ ପ୍ଲାଜା କର୍ମଚାରୀଙ୍କୁ ତାଙ୍କ କାରରେ ଘୋଷାଡି ନେଇଥିଲେ। ପରେ କାର୍ ଟି ଅପେକ୍ଷା ନକରି ଦ୍ରୁତଗତିରେ ଆଗକୁ ମାଡ଼ିଯାଇଥିଲା। ଏହି ଭିଡିଓଟି ସେଠାରେ ଥିବା ସିସିଟିଭିରେ ରେକର୍ଡ କରାଯାଇଛି।

Video Thumbnail
Advertisement
Read More