Videos

Dhoni Smoking Hookah: Hookah ଟାଣୁଛନ୍ତି ଧୋନି, ଭିଡିଓ ଦେଖି ଫ୍ୟାନ୍ସ ଦେଲେ ଏମିତି ରିଆକ୍ସନ

Dhoni Smoking Hookah: ମହେନ୍ଦ୍ର ସିଂ ଧୋନି କ୍ରିକେଟ୍ ପଡ଼ିଆରେ ନିଜର ଚମତ୍କାର ଫିନିସିଂ ଇନିଂସ୍ ଏବଂ ପଡ଼ିଆରେ ସରଳ ଜୀବନଯାପନ ପାଇଁ ବେଶ ଜଣାଶୁଣା । ଧୋନି ତାଙ୍କର ୪୨ ତମ ଜନ୍ମଦିନରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ ତାଙ୍କ ପୋଷା କୁକୁରଙ୍କ ସହିତ କେକ୍ କାଟି ନିଜ ଜନ୍ମଦିନ ପାଳନ କରୁଥିବା ଦେଖିବାକୁ ମିଳିଥିଲା, ଯାହାକୁ ଦେଖି ସମସ୍ତେ ମାହିଙ୍କୁ ପ୍ରଶଂସା କରିଥିଲେ। କିନ୍ତୁ ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ର ଅଧିନାୟକ ଏମଏସ ଧୋନି 'ହୁକା' ବା ଧୂମପାନ କରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଫ୍ୟାନ୍ସ ମାନେ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି।

Video Thumbnail
Advertisement
Read More