Videos

Bus Fire: ଯାତ୍ରୀ ଭରା ବସ୍ ରେ ହଠାତ୍ ଲାଗିଗଲା ନିଆଁ; ଜୀବନ ରକ୍ଷା ପାଇଁ ଦୌଡ଼ିଲେ ଲୋକେ, ଭିଡ଼ିଓ ଭାଇରାଲ୍

Bus Fire Video: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ଅତ୍ୟନ୍ତ ଭୟାନକ ଅଟେ । ବାସ୍ତବରେ ଅନେକ ଥର ଭୟଙ୍କର ନିଆଁର ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହୋଇଥାଏ । ଏହି ଘଟଣା ଘଟିଥିବା NH ବହୁତ ବ୍ୟସ୍ତବହୁଳ ଥିବା ପରି ମନେହୁଏ । ଏଥିରେ ଅନେକ ଗାଡି ମଧ୍ୟରେ ଏକ ବଡ଼ ବସ୍ ଯାଉଥିବା ନଜର ଆସୁଛି । ଅନେକ ବସ୍ ଏହି ବସ୍ ଆଗ ଓ ପଛରେ ଯାଉଛି । ଏହାପରେ ଯାତ୍ରୀ ଭରା ବସ୍ ରେ ହଠାତ୍ ନିଆଁ ଲାଗିଗଲା ଓ ଲୋକମାନେ ଜୀବନ ରକ୍ଷା ପାଇଁ ଦୌଡ଼ିବା ନଜର ଆସୁଛନ୍ତି । ଦେଖନ୍ତୁ ଭିଡ଼ିଓ ।

Argentina Bus Fire Video: A sudden fire broke out in a bus full of passengers on NH in Argentina. Within a short time, the fire spread to the entire NH and the entire bus got burnt in it.

Video Thumbnail
Advertisement
Read More