Videos

Burj khalifa video: ତ୍ରିରଙ୍ଗା ରଙ୍ଗରେ ଝଲିସି ଉଠିଲା ବୁର୍ଜ ଖଲିଫା, ଦେଖନ୍ତୁ ଭିଡ଼ିଓ ।

ଆଜି ସାରା ଦେଶ ପାଳନ କରୁଛି ୭୭ତମ ସ୍ବାଧୀନତା ଦିବସ । ଏନେଇ ସାରା ଦେଶରେ ରହିଛି ଉତ୍ସବର ମାହୋଲ । ତେବେ ଦେଖନ୍ତୁ ଏହି ଭିଡିଓ ସ୍ବାଧୀନତା ଦିବସ ଉପଲକ୍ଷେ ୟୁନାଇଟେଡ୍ ଆରବ ଏମିରେଟେସର ଦୁବାଇସ୍ଥିତ ବୁର୍ଜ ଖଲିଫା କିପରି ତ୍ରିରଙ୍ଗା ରଙ୍ଗରେ ଆଲୋକିତ ହୋଇଛି।

Video Thumbnail
Advertisement
Read More