Videos

Crime Viral Video: ହିନ୍ଦୁ ପୁଅକୁ ଭଲ ପାଇଲା ବୋଲି...ଭଉଣୀକୁ ରାସ୍ତା ମଝିରେ ମାରିଦେଲା ଭାଇ...

ଉତ୍ତରପ୍ରଦେଶର ମେରଠ ଜିଲ୍ଲାରେ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ତାଙ୍କ ଭାଇ ସମସ୍ତଙ୍କ ସାମ୍ନାରେ ହତ୍ୟା କରିଛନ୍ତି।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଇଲେକ୍ଟ୍ରିସିଆନ୍ ଭାବେ କାମ କରୁଥିବା ହସିନ୍ ନାମକ ଅଭିଯୁକ୍ତକୁ ଗିରଫ କରାଯାଇଛି। ପୋଲିସ କହିଛି ଯେ ପୀଡ଼ିତାଙ୍କ ଅନ୍ୟ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କ ସହ ପ୍ରେମ ସମ୍ପର୍କ ଥିଲା ଏବଂ ତାଙ୍କ ପରିବାରର ଆପତ୍ତି ସତ୍ତ୍ୱେ ତାଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲେ ନାବାଳିକା। ତେଣୁ ଏଥିରେ ଉତକ୍ଷିପ୍ତ ହୋଇ ଯୁବକ ଜଣକ ନିଜ ଭଉଣୀକୁ ରାସ୍ତା ମଝିରେ ଗଳା ଚିପି ହତ୍ୟା କରିଛନ୍ତି। ଏହି ମର୍ଡର ସମୟର ଲାଇଭ୍ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

Video Thumbnail
Advertisement
Read More