Videos

Viral Video: ସାଙ୍ଗମାନଙ୍କ ସହ ମିଶି ପ୍ରେମିକାକୁ ଦୁଷ୍କର୍ମ କଲା ବଏଫ୍ରେଣ୍ଡ୍..

Boyfriend rape girlfriend: ବାଲେଶ୍ବର ଚାନ୍ଦିପୁର ର ଏକ ଘରୋଇ ହୋଟେଲରେ ଜଣେ ନାବାଳିକା ଙ୍କୁ ପ୍ରେମିକ ସହ ଦୁଇ ଜଣ ଯୁବକ ଗଣ ଦୁଷ୍କର୍ମ ପରେ ନାବାଳିକାର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। । ଘଟଣାରେ ସଦର ପୋଲିସ ଦ୍ୱାରା ତିନି ଜଣ ଯୁବକ ସମେତ ହୋଟେଲ ମେନେଜର ଗିରଫ।ପ୍ରେମ ରେ ବ୍ରେକ ଅଫ ଓ ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ଏଭଳି କାଣ୍ଡ କରିଛନ୍ତି ମୁଖ୍ୟ ଅଭିଯୁକ୍ତ ତାଙ୍କ ସାଙ୍ଗମାନେ।ଏମାନଙ୍କ ନିକଟରୁ ପୋଲିସ ତିନୋଟି ମୋବାଇଲ ଓ ଦୁଇଟି ମୋଟର ସାଇକେଲ ଜବତ କରିଛି।

Video Thumbnail
Advertisement
Read More