Videos

BMW Catches Fire: ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା ଲଗଜରିଅସ BMW କାର୍

BMW car catches fire in middle of busy Chennai road, Video Surfaces। ମଙ୍ଗଳବାର ସକାଳେ ଚେନ୍ନାଇର କ୍ରୋମପେଟ ନିକଟରେ ଏକ ବ୍ୟସ୍ତବହୁଳ ରାସ୍ତା ମଝିରେ ଏକ ଚଳପ୍ରଚଳ ହାଇ-ଏଣ୍ଡ କାର (ବିଏମଡବ୍ଲୁ ଜିଟି) ରେ ହୁତୁହୁତୁ ହୋଇ ନିଆଁ ଲାଗିଯାଇଥିଲା । ଯାହାଫଳରେ ଉଭୟ ପାର୍ଶ୍ୱରେ ବହୁସଂଖ୍ୟକ ଗାଡ଼ି ଜାମ୍ ରହିବା ଫଳରେ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ନିଆଁକୁ ଆୟତ୍ତ କରିବାକୁ ପାଖାପାଖି ୩୦ ମିନିଟରୁ ଅଧିକ ସମୟ ଲାଗିଥିଲା। ଏହି ଅଞ୍ଚଳରେ ଯାନବାହନ ଚଳାଚଳକୁ ପ୍ରଭାବିତ କରିଥିଲା ଏହି ବିଏମଡବ୍ଲୁ କାର। ଘଟଣାର ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି।

Video Thumbnail
Advertisement
Read More