Videos

CM Naveen Pattnaik: ମୁଖ୍ୟମନ୍ତ୍ରୀଙ୍କ ପ୍ରତି ବିଜେପି ନେତାମାନେ ଅଶାଳୀନ ଓ ଅଭଦ୍ର ଟିପ୍ପଣୀ କରୁଛନ୍ତି: ପାଣ୍ଡିଆନ

CM Naveen Pattnaik: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ରାଜନୀତି କରୁଛି ବିଜେପି। ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ବିଜେପି ନେତାମାନେ ଅଶାଳୀନ ଓ ଅଭଦ୍ର ଟିପ୍ପଣୀ କରୁଛନ୍ତି। ଓଡ଼ିଶାବାସୀ ଏହାକୁ ପସନ୍ଦ କରୁନାହାନ୍ତି ଓ ଏହାର ଉଚିତ୍ ଜବାବ ଦେଉଛନ୍ତି। ବିଜେପିର ଘୋଷଣାପତ୍ରରେ ଦୂରଦୃଷ୍ଟି ନାହିଁ।

Video Thumbnail
Advertisement
Read More