Videos

Sambalpur News: ବାକଯୁଦ୍ଧ ଜାରି !'ବିଜେପି କୌରବ ବିଜେଡି ପାଣ୍ଡଵ ତା ହେଲେ କୃଷ୍ଣ କିଏ?'

ଗତକାଲି ଧମା ଠାରେ ବିଜେଡି ତରଫରୁ ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ରହିଥିଲା |ସେଥିରେ ବିଜେଡି ସମର୍ଥିତ ରେଢ଼ାଖୋଲ ବିଧାନସଭା ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଓ ସମ୍ବଲପୁର ଲୋକସଭା ପ୍ରାର୍ଥୀ ବବି ଦାଶ ଯୋଗ ଦେଇ ଥିଲେ| ସେଠାରେ ବିଜେପି କୌରବ ଗୋଷ୍ଠୀ ବୋଲି କହିଥିଲେ ପ୍ରସନ୍ନ ଆଚାର୍ଯ୍ୟ |ତାର ପ୍ରତି ଉତ୍ତର ଦେଇ ବିଜେପି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛି ଯେ ଆମେ କୌରବ ସେମାନେ ପାଣ୍ଡଵ ତା ହେଲେ କୃଷ୍ଣ କିଏ ?

Video Thumbnail
Advertisement
Read More