Videos

Viral Video: ନକଲି ଚୁଟି ଲଗାଇ ଦ୍ୱିତୀୟ ବିବାହ ପାଇଁ ପହଞ୍ଚିଥିଲେ ବର, ଏପରି ଖୋଲିଗଲା ପୋଲ୍; ଖାଇଲେ ନିର୍ଦ୍ଧୁମ ମାଡ଼, ଦେଖନ୍ତୁ ଭିଡିଓ

Bihar Viral Video: ଗୟାରେ ଜଣେ ବ୍ୟକ୍ତି ତାଙ୍କର ପ୍ରଥମ ପତ୍ନୀ ଜୀବିତ ଥାଇ ମଧ୍ୟ ଦ୍ୱିତୀୟ ବିବାହ କରିବାକୁ ଯାଇଥିଲେ, କିନ୍ତୁ କନିଆଁ ପାର୍ଶ୍ୱରୁ ଜାଣିବାକୁ ପାଇଲା ଯେ ସେ ପୂର୍ବରୁ ବିବାହିତ । ଏହା ପରେ ଲୋକମାନେ ବରକୁ ଠେଲାପେଲା କରିଥିଲେ କିନ୍ତୁ ଏହି ସମୟରେ ବର ମୁଣ୍ଡରେ ଲଗାଇଥିବା ୱିଗ୍ ବାହାରି ଯାଇଥିଲା । ଏହାପରେ ଲୋକମାନେ ତାଙ୍କୁ ନିର୍ଦ୍ଧୁମ ପିଟିଥିଲେ ।

Bihar News: In Gaya, a man went to arrange a second marriage while his first wife was alive, but the bride's side came to know that he was already married. What happened then was that people thrashed the groom fiercely, but in the meantime, the wig on his head came off.

Video Thumbnail
Advertisement
Read More