Videos

Anubhav Mohanty: ଫ୍ୟାନ୍ସଙ୍କ ଗହଣରେ ନିଜକୁ ହଜାଇଦେଲେ ସୁପରଷ୍ଟାର ଅନୁଭବ, ଦେଖନ୍ତୁ Video

ଆଉ ମାତ୍ର କିଛି ଦିନର ଅପେକ୍ଷା ପରେ ରିଲିଜ୍ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଓଡ଼ିଆ ଚଳଚ୍ଚିତ୍ର ‘ବିଗୁଲ୍’ । ମୌଳିକ କାହାଣୀକୁ ଆଧାର କରି ପ୍ରସ୍ତୁତ ହେବାକୁ ଯାଉଥିବା ଏହି ଫିଲ୍ମକୁ ଦେଖିବା ପାଇଁ ଦର୍ଶକ ଆଗ୍ରହ ସହକାରେ ଚାହିଁ ରହିଛନ୍ତି । ଆଉ ଏବେ ଏହାରି ଭିତରେ ଭି ଟ୍ୟୁନସ୍ ପ୍ରୋ ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ୍ ହୋଇଯାଇଛି ‘ବିଗୁଲ୍’ ଚଳଚ୍ଚିତ୍ରର ପ୍ରଥମ ଗୀତ ‘ଚଗଲା ମନ’ । ଯେଉଁଥିରେ ଅଭିନେତ୍ରୀ ସୁପ୍ରିୟା ନାୟକଙ୍କ ସୁନ୍ଦର୍ ଅଭିନୟ ଓ ଡାନ୍ସ ଦେଖିବାକୁ ମିଳିଛି । ଗୀତଟିକୁ ଅତି ସରଳ ଓ ସୁନ୍ଦର୍ କରି ପରିବେଷଣ କରାଯିବାପାଇଁ ଚେଷ୍ଟା କରାଯାଇଛି । ତେବେ ଏହାର ଏକ ପ୍ରିମିୟର ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସାମିଲ ହୋଇଥିଲେ ସୁପରଷ୍ଟାର ଅନୁଭବ ମହାନ୍ତି ।

Video Thumbnail
Advertisement
Read More