Videos

Bengaluru: ସାମ୍ବାଦିକ ସମ୍ମିଳନୀରେ ଭାଷଣ ଦେବାବେଳେ ହୃଦଘାତରେ ଚାଲିଗଲା କଂଗ୍ରେସ ନେତା ଜୀବନ; ଦେଖନ୍ତୁ ଭିଡିଓ

CK Ravichandran Video: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ପ୍ରେସ କ୍ଲବରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରୁଥିବାବେଳେ ଜଣେ କଂଗ୍ରେସ ନେତାଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ନେତାଙ୍କ ନାମ ହେଉଛି ସି.କେ ରବିଚନ୍ଦ୍ରନ୍। ସେ କର୍ଣ୍ଣାଟକ ରାଜ୍ୟ ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ ସଂଘର ସଦସ୍ୟ ଥିଲେ। ସେ ବେଙ୍ଗାଲୁରୁ ପ୍ରେସ କ୍ଲବରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟ୍ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଅନୁମତି ପ୍ରଦାନ କରିବାକୁ ନେଇ ବିରୋଧ କରୁଥିଲେ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ମଧ୍ୟ ଏହି ଘଟଣା ସମ୍ପର୍କରେ 'ଏକ୍ସ'ରେ ପୋଷ୍ଟ କରିଛନ୍ତି। ଦେଖନ୍ତୁ ଭିଡିଓ-

CK Ravichandran Video: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ପ୍ରେସ କ୍ଲବରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରୁଥିବାବେଳେ ଜଣେ କଂଗ୍ରେସ ନେତାଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ନେତାଙ୍କ ନାମ ହେଉଛି ସି.କେ ରବିଚନ୍ଦ୍ରନ୍। ସେ କର୍ଣ୍ଣାଟକ ରାଜ୍ୟ ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ ସଂଘର ସଦସ୍ୟ ଥିଲେ। 

Video Thumbnail
Advertisement
Read More