Videos

Dance Video: 'ମୋତେ କେତେ ସତାଉଛୁ...' ସମ୍ବଲପୁରୀ ଗୀତରେ ବଙ୍ଗୀୟ ମଡେଲ କଲେ ଚତ୍ମକାର ଡ୍ୟାନ୍ସ, ଭିଡିଓ ଭାଇରାଲ୍

Samblpuri Viral Dance Video: ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଡ୍ୟାନ୍ସ ଭିଡିଓ ଭାଇରାଲ୍ ହୋଇଥାଏ । ଏହି କ୍ରମରେ ବର୍ତ୍ତମାନ ଏକ ବଙ୍ଗୀୟ ମଡେଲଙ୍କ ଡ୍ୟାନ୍ସ ଭିଡିଓ ଜୋରଦାର ଭାଇରାଲ୍ ହେଉଛି । ଯେଉଁଥିରେ ସେ 'ମୋତେ କେତେ ସତାଉଛୁ...' ସମ୍ବଲପୁରୀ ଗୀତରେ ଚତ୍ମକାର ଭାବରେ ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି । ଏହି ଗୀତଟି ଜୋରଦାର ଭାଇରାଲ ହେଉଛି । ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ତାଙ୍କର ଏହି ନାଚକୁ ବହୁତ ଲାଇକ୍ କରୁଥିବା ଦେଖୁଥିବା ମିଳୁଛି । ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ-

Video Thumbnail
Advertisement
Read More