Videos

Kirtana Viral Video: ମଦ ପିଇଲେ କଣ ମିଳେ ଲାଭ, ଗାଁ ବାଦିପାଲାରୁ ଭାଇରାଲ ହେଲା ଭିଡିଓ

Kirtana Viral Video: ଗାଁ ଗାଁରେ ଏବେ ବି ଦେଖିବାକୁ ମିଳୁଛି ବାଦିପାଲା। ଲୋପ ପାଇଯାଉଥିବା ଏହି ପରମ୍ପରାକୁ ରାଜ୍ୟର କିଛି କିଛି ଅଞ୍ଚଳରେ ଏବେ ବି ପ୍ରାଧାନ୍ୟ ଦିଆଯାଉଛି। ତେବେ ଫେସବୁକରେ ଏବେ ଏକ ଭିଡିଓ ଖୁବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ବାଦିପାଲା ଗାୟକ ଓ ସହଯୋଗୀଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି ଯେ, ମଦ ପିଇଲେ କଣ ମିଳେ ଲାଭ। ପ୍ରକୃତରେ ଲାଭ ମଦ ପିଇଲେ ଶରୀର ସହ ଜୀବନରେ କଣ ଖରାପ ପ୍ରଭାବ ପଡ଼େ ଦର୍ଶାଯାଇଛି। ଯାହାକୁ ବେଶ ପସନ୍ଦ କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ।

Video Thumbnail
Advertisement
Read More