Videos

Dhirendra Shastri Viral Video: ବାଗେଶ୍ୱର ବାବାଙ୍କ ଉପରେ 'ଟଙ୍କାର ବର୍ଷା', ଭକ୍ତମାନେ ପବନରେ ଉଡ଼ାଇଲେ ହଜାର ହଜାର ନୋଟ୍, ଦେଖନ୍ତୁ ଭିଡିଓ

Bageshwar Dham Sarkar Video: ବାଗେଶ୍ୱର ଧାମ ମୁଖ୍ୟ ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଜନ୍ମଦିନ ୪ ଜୁନରେ ପାଳନ କରାଯାଇଥିଲା । ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ୨୭ ବର୍ଷ ବୟସ ହୋଇଛି । ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାର ଗରହା ଗାଁର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପୀଠୀଶ୍ୱର ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଉପରେ ଟଙ୍କା ବର୍ଷା କରାଯାଉଛି । ଦେଖନ୍ତୁ  ଭିଡିଓ ।

Dhirendra Shastri Viral Video: Bageshwar Dham chief Pandit Dhirendra Shastri's birthday was celebrated with great pomp on 4th June. Dhirendra Shastri has turned 27 years old. A video of Garha village in Chhatarpur district of Madhya Pradesh is going viral. In which notes have been showered on Peethadhishwar Dhirendra Shastri. Watch Video

Video Thumbnail
Advertisement
Read More