Videos

Baby Elephant: ଚମ୍ପୁଆ ରେଞ୍ଜରେ ନବଜାତ ହାତୀ ହାତୀ ଛୁଆର ମୃତ୍ୟୁ, ମଲା ଛୁଆକୁ ଚାହିଁ ରହିଛି ମାଆ ହାତୀ, ଦେଖନ୍ତୁ ଏହି ଭିଡିଓ

Elephant Cube: କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ଥମୁନି ହାତୀ ମୃତ୍ୟୁ । ପୁଣି ଥରେ ଚମ୍ପୁଆ ରେଞ୍ଜରେ ଏକ ନବଜାତ ହାତୀ ଶାବକର ମୃତ୍ୟୁ ହୋଇଛି । ଯୋଡା ବିଟ୍ ଡଡୁଆଁ ଗାଁ ନିକଟରେ ଏକ ହାତୀ ଶାବକକୁ ଜନ୍ମ ଦେବା ପରେ ଶାବକଟିର ମୃତ୍ୟୁ ଘଟିଥିବା ନେଇ ବନ ବିଭାଗ ସୂଚନା ଦେଇଛି । ସୂଚନା ଅନୁଯାୟୀ, ଯୋଡା ବିଟ୍ ଅଞ୍ଚଳରେ ୧୨ ଟିକିଆ ହାତୀପଲ ରହିଥିବା ବେଳେ ବନ କର୍ମଚାରୀ ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲେ । ଗତ ରାତିରେ ଏହି ହାତୀ ପଲରେ ଥିବା ଗୋଟିଏ ହାତୀ, ଏକ ଅଣ୍ଡିରା ଶାବକକୁ ଜନ୍ମ ଦେଇଥିଲା । ତେବେ ଜନ୍ମ ନେବା ପରେ ହିଁ ହାତୀ ଛୁଆଟିର ମୃତ୍ୟୁ ଘଟିଥିବା ବନ ବିଭାଗ ଅନୁମାନ କରୁଛି ।

Video Thumbnail
Advertisement
Read More