Videos

Ramdev Baba's Land Rover: ଲ୍ୟାଣ୍ଡ ରୋଭର ଡିଫେଣ୍ଡର ଚଲାଉଛନ୍ତି ବାବା ରାମଦେବ, ଭିଡିଓ ଭାଇରାଲ

Baba Ramdev Seen Driving Land Rover Defender 130, Video Surfaces । ବାବା ରାମଦେବ ପୁଣିଥରେ ଏବେ ଚର୍ଚ୍ଚାରେ ରହିଛନ୍ତି। । ବିଶେଷ କଥା ହେଉଛି ଏଥର ସେ ତାଙ୍କର କୌଣସି ବିବୃତ୍ତି କିମ୍ବା ଯୋଗ ହେତୁ ନୁହେଁ ବରଂ ଗ୍ରାଣ୍ଡ ଲ୍ୟାଣ୍ଡ ରୋଭର ଡିଫେଣ୍ଡର ୧୩୦ ଡ୍ରାଇଭ କରିବା ପରେ ଚର୍ଚ୍ଚାକୁ ଆସିଛନ୍ତି।। ନିକଟରେ ସେ ଏହି ବ୍ରାଣ୍ଡର ନୂଆ ଏସୟୁଭି ଚଳାଉଥିବାର ନଜର ଆସିଥିଲେ। ଅଟୋୱାର୍ ଇନଷ୍ଟାଗ୍ରାମରେ ବାବାଙ୍କର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ଡିଫେଣ୍ଡର ୧୩୦ ଚଳାଉଥିବାର ନଜର ଆସିଛନ୍ତି। କାରରେ ନମ୍ବର ପ୍ଲେଟ୍ ନାହିଁ,ତେଣୁ ଏହି ଗାଡ଼ିର ମାଲିକ ବାବା ନା ଆଉ କିଏ ତାହା ଜଣାପଡିନାହିଁ।

Video Thumbnail
Advertisement
Read More