Videos

Video: 'ପୁଷ୍କରା' ହଲ୍ ଭିତରେ ସବ୍ୟସାଚୀଙ୍କୁ ଦର୍ଶକ କହିଲେ ଏମିତି

Video: ସାରା ଓଡ଼ିଶାର ବିଭିନ୍ନ ସିନେମା ହଲରେ ରିଲିଜ୍ ହୋଇଛି ଓଲିଉଡ ସୁପରଷ୍ଟାର ସବ୍ୟସାଚୀ ମିଶ୍ରଙ୍କ ଅଭିନିତ ସିନେମା 'ପୁଷ୍କରା' । ସିନେମା ସମ୍ପର୍କରେ ଦର୍ଶକଙ୍କର ମତ କଣ ରହିଛି ତାହା ଜାଣିବା ପାଇଁ ହଲ୍ ଭିତରେ ପହଞ୍ଚିଥିଲେ ସିନେମାର ନାୟକ ସବ୍ୟସାଚୀ । ଦର୍ଶକେ ସବ୍ୟଙ୍କ ଅଭିନୟକୁ ଖୁବ ପ୍ରଶଂସା କରିଥିବା ଦେଖିବାକୁ ମିଳିଥିଲା । ଅନେକ ପ୍ରଶଂସକ ସବ୍ୟଙ୍କ ସହିତ ସେଲଫି ନେବାକୁ ଭିଡ ଜମାଇଥିଲେ ।

Video Thumbnail
Advertisement
Read More