Videos

Rudra Maharathy: ପିପିଲି ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ଗାଡି ଉପରେ ଆକ୍ରମଣ

ନିମାପଡ଼ା ତେରୁଣ୍ଡିଆ ରେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀଓ ତାଙ୍କ ସମର୍ଥକ ଙ୍କ ଗାଡି ଉପରେ ଆକ୍ରମଣ, ନିମାପଡ଼ା ବିଜେଡି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କ ପାଇଁ ପ୍ରଚାର କରିବାକୁ ଯାଇଥିବା ସମୟ ରେ ତାଙ୍କ ଗାଡ଼ି ଉପରେ ଆକ୍ରମଣ କରାଯାଇଛି ।

Video Thumbnail
Advertisement
Read More