Videos

Dutee Chand: ପ୍ରେମିକାଙ୍କ ସହ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଲେ ଆଥଲେଟ ଦୂତି ଚାନ୍ଦ

ଆଥଲେଟ ତଥା ଭାରତୀୟ ସ୍ପ୍ରିଣ୍ଟର ଦୂତି ଚାନ୍ଦ ଓଡ଼ିଶା ନୁହେଁ ପୂରା ଦେଶର ଗର୍ବ ଓ ଗୌରବ । କିଛିଦିନ ତଳେ ଡୋପିଂ ଟେଷ୍ଟରେ ଫେଲ୍ ହେବା ପରେ ଗଣମାଧ୍ୟମ ସାମ୍ନାରେ ସେ ନିଜର ପକ୍ଷ ରଖିଥିଲେ। କ୍ୟାନସରର ପ୍ରଥମ ଷ୍ଟେଜରେ ଥିବାବେଳେ ସେ ମେଡିସିନ ଗ୍ରହଣ କରୁଥିଲେ ବୋଲି କହିଥିଲେ। ହେଲେ ଏବେ ବି ସେ ସୋସିଆଲ ମିଡିଆରେ ସକ୍ରିୟ ଥିବା ବେଳେ ତାଙ୍କ ବାନ୍ଧବୀଙ୍କ ସହିତ ଅନେକ ଭିଡିଓ ନିଜ ସୋସିଆଲ ପେଜ୍ ରେ ସେ ସେୟାର କରିଛନ୍ତି ।

Video Thumbnail
Advertisement
Read More