Videos

Sleep Apnea Affects: ସ୍ଲିପ୍ ଡିସଅର୍ଡର ଭାରତରେ ଏକ ଗମ୍ଭୀର ରୋଗର ରୂପ ନେଉଛି, ଆପଣଙ୍କୁ ବି ଦେଖା ଯାଉଛି କି ଏହି ସବୁ ଲକ୍ଷଣ

SLEEPING DISORDER: ଦେଶର ପ୍ରାୟ ୧୧ ପ୍ରତିଶତ ବୟସ୍କ ଜନସଂଖ୍ଯା ଏହି ରୋଗର ଶିକାର । ଗତ ଦୁଇ ଦଶକ ମଧ୍ଯରେ ଏମ୍ସ କରିଥିବା ୬ଟି ଅଧ୍ୟୟନରୁ ଏହି ତଥ୍ଯ ସାମ୍ନାକୁ ଆସିଛି । ଅଧ୍ଯୟନ ଅନୁସାରେ ଏହି ରୋଗ ବୟସ୍କ ମହିଳାଙ୍କ ତୁଳନାରେ ପୁରୁଷଙ୍କଠାରେ ଅଧିକ । ଯେଉଁଥିପାଇଁ ରାତିରେ ଭଲ ନିଦ ହୋଇନଥାଏ ଓ ପ୍ରଭାବ ଦିନର କାମ ଉପରେ ପଡ଼ିଥାଏ । ଓସିଏ କାରଣରୁ ମେଦବୃଦ୍ଧି,ମଧୁମେହ ଓ ହୃଦରୋଗ ଆଶଙ୍କା ବଢିଥାଏ । ଏହି ଅଧ୍ଯୟନ ରିପୋର୍ଟ ଜର୍ଣ୍ଣାଲ ଅଫ୍ ସ୍ଲିପ୍ ମେଡିସିନରେ ପ୍ରକାଶିତ ହୋଇଛି ।

Video Thumbnail
Advertisement
Read More