Videos

Archita Sahu: ଷ୍ଟେଜ ପ୍ରୋଗ୍ରାମରେ ଭବାନୀପାଟଣାରେ କମାଲ କଲେ ଅର୍ଚ୍ଚିତା, ମନ କିଣିନେଲା ଭିଡିଓ

କଳାହାଣ୍ଡି ଭବାନୀପାଟଣାରେ କମାଲ କଲେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ନିଜ ଫିଲ୍ମ ଆକାଶେ କି ରଙ୍ଗ ଲାଗିଲାର ମୋଷ୍ଟ ପପୁଲାର ଗୀତର କ୍ୟାପସନରେ ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି ଅର୍ଚ୍ଚିତା । ଶହ ଶହ ଫ୍ୟାନ୍ସଙ୍କ ଗହଣରେ ସାମିଲ ହୋଇ ସନ୍ଧ୍ୟାକୁ ରଙ୍ଗୀନ କରିଥିଲେ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ତେବେ ଏହି ଭିଡିଓ ରେ ଦେଖାଯାଉଥିବା ଦୃଶ୍ୟ ଏକ ଜୁଏଲାରୀ ସପ୍ ର ଇଭେଣ୍ଟ ବୋଲି ଜଣାପଡୁଥିବା ବେଳେ ଏହି ଇଭେଣ୍ଟରେ ଏକ ଲେହେଙ୍ଗା ପିନ୍ଧିଥିଲେ ଅର୍ଚ୍ଚିତା । ଯେଉଁଥିରେ ସେ ବହୁତ ସୁନ୍ଦର ଦିଶୁଥିବା ନଜର ଆସିଛନ୍ତି।

Video Thumbnail
Advertisement
Read More