Videos

Tripti Dimri: Ranbir ଙ୍କୁ ଦେଖି ନରଭସ ଥିଲେ ତ୍ରିପ୍ତି, ଷ୍ଟେଜ ଉପରେ କରିଦେଲେ ଏମିତି କାମ...

କିଛି ଦିନ ପୂର୍ବରୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ରଣବୀର କପୁରଙ୍କ ଫିଲ୍ମ 'ଆନିମଲ' (Animal) ମଧ୍ୟ ପ୍ରତିଦିନ ନୂଆ ରୋଜଗାର ରେକର୍ଡ ସୃଷ୍ଟି କରୁଛି। ରିପୋର୍ଟର କହିବାନୁସାରେ, ଏହି ଚଳଚ୍ଚିତ୍ରଟି ମାତ୍ର ୧୧ ଦିନ ମଧ୍ୟରେ ମୋଟ ସଂଗ୍ରହରେ ୫୩୦.୩୫ କୋଟି ଟଙ୍କା ରୋଜଗାର କରିଛି । ଏହା ସହିତ ଚଳଚ୍ଚିତ୍ରଟି ସାରା ବିଶ୍ୱରେ ୭୩୭.୫ କୋଟି ଟଙ୍କା ବ୍ୟବସାୟ କରିଥିଲା। ହେଲେ ବେଶି ଚର୍ଚ୍ଚାରେ ରହିଛି ଏଥିରେ ଅଭିନୟ କରିଥିବା ଅଭିନେତ୍ରୀ ତ୍ରିପ୍ତି ଦିମ୍ରିଙ୍କ ଆକ୍ଟିଂ । ଏହାସହ ଇଣ୍ଟରଭାଲ ପରେ ରଣବୀରଙ୍କ ସହ ଅନସ୍କ୍ରିନ ରୋମାନ୍ସ ସ୍କ୍ରିନ୍ ତ୍ରିପ୍ତିଙ୍କୁ ରାତାରାତି ତଥାକଥିତ ନ୍ୟାସନାଲ କ୍ରସ ବନାଇଦେଇଛି। ହେଲେ ଏବେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ତ୍ରିପ୍ତି ଦିମ୍ରି ନରଭସ ଥିବା ଜଣାପଡୁଛନ୍ତି । ତେବେ ସେ କହିଛନ୍ତି ଯେ, ରଣବୀରଙ୍କୁ ଦେଖି...

Video Thumbnail
Advertisement
Read More