Videos

Anant Ambani at Srimandir: ବିବାହ ପୂର୍ବରୁ ଜଗା ଦର୍ଶନ କଲେ ଅନନ୍ତ ଅମ୍ବାନୀ

Srimandir: ନିର୍ବନ୍ଧ ପୂର୍ବରୁ ୨୦୨୩ ଜାନୁଆରୀ ୨୪ରେ ପୁରୀ ଆସି ମହାପ୍ରଭୁଙ୍କ ଆଶିର୍ବାଦ ନେଇଥିଲେ ବିଶିଷ୍ଠ ଶିଳ୍ପପତି ମୁକେଶ ଆମ୍ବାସୀଙ୍କ ସାନ ପୁଅ ଅନନ୍ତ ଅମ୍ବାନି। ପୁଣି ଜୁଲାଇରେ ହେବାକୁ ଥିବା ବିବାହ ଉତ୍ସବ ପୂର୍ବରୁ ଆସି ମହାପ୍ରଭୁଙ୍କ ଆଶିର୍ବାଦ ନେଇଛନ୍ତି। ସେପଟେ ଶ୍ରୀମନ୍ଦିରର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଦେଇଛନ୍ତି ୨କୋଟି ୫୧ଲକ୍ଷ ଟଙ୍କାର ଚେକ୍। ଏଥିସହିତ ଶ୍ରୀମନ୍ଦିରର ଅବଶିଷ୍ଟ ତିନି ଦ୍ୱାର ସହ ଛୋଟଛୋଟ ମନ୍ଦିର ଦ୍ୱାର ରୂପାଛାଉଣି କରିବାକୁ ପ୍ରତିଶୃତି ଦେଇଛନ୍ତି।

Video Thumbnail
Advertisement
Read More