Videos

Amazing Video: ଗୋଡ଼ ସିନା ଅଚଳ କିନ୍ତୁ ଭାଙ୍ଗିନି ମନୋବଳ, ଦେଖନ୍ତୁ ଏହି ହୃଦୟସ୍ପର୍ଶୀ ଭିଡ଼ିଓ

କୁହାଯାଏ, କର୍ମ ହିଁ ପ୍ରକୃତ ଭଗବାନ । ମଣିଷ ତା କର୍ମ ପାଇଁ ଏହି ଦୁନିଆରେ ନିଜର ପରିଚୟ ସୃଷ୍ଟି କରିଥାଏ । ତେବେ ଅନେକ ଲୋକେ ଶାରୀରିକ ଅକ୍ଷମତା ଦେଖାଇ କାମଧନ୍ଦା ନ କରି ବସିଥିବାର ଦେଖିବାକୁ ମିଳିଥାଏ । କୁହାଯାଏ ,ଦୃଢ ମନୋବଳ ଓ ଇଚ୍ଛାଶକ୍ତି ଆଗରେ ଅକ୍ଷମତା ମଧ୍ଯ ହାର ମାନିଥାଏ । ଦେଖନ୍ତୁ ଏହି ଭିଡ଼ିଓ ଗୋଡ଼ ଦୁଇଟି ସିନା ଅଚଳ ହୋଇଯାଇଛି କିନ୍ତୁ ମନୋବଳ ଭାଙ୍ଗିନାହିଁ । ଯୁବକ ଜଣକ କିପରି ଘୋଷାଡ଼ି ହୋଇ ପାହାଚ ପରେ ପାହାଚ ଚଢି ସିମେଣ୍ଟ ବୋହି ନେଉଛନ୍ତି ।  ସତରେ ତାଙ୍କ ମନୋବଳ ଓ ସାହସକୁ ଶତ ସଲାମ । 

 

Video Thumbnail
Advertisement
Read More