Videos

Varsha Priyadarshini: ଛାଡପତ୍ର ଫାଇନାଲ ପରେ ପ୍ରଥମ ଥର ଏହି ଭିଡିଓ ଛାଡ଼ିଲେ ଅଭିନେତ୍ରୀ ବର୍ଷା

Varsha Priyadarshini: ତୁଟିଛି 10 ବର୍ଷର ବୈବାହିକ ସମ୍ପର୍କ । ଅଲଗା ହେଲେ ସେଲିବ୍ରିଟି ଯୋଡ଼ି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ । ଦୀର୍ଘ ଦିନ ଧରି ଚାଲିଥିବା ଆଇନଗତ ଲଢେଇ ପରେ ଶେଷରେ ବର୍ଷା ଓ ଅନୁଭବଙ୍କ ଛାଡପତ୍ର ହୋଇଥିବା ଖବର ସାମ୍ନାକୁ ଆସିଛି । କିଛିଦିନ ତଳେ ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ଖୋଦ୍ ଅନୁଭବ ମହାନ୍ତି । ତାଙ୍କ ବିବାହର 10 ବର୍ଷ ପୂର୍ତ୍ତି ପୂର୍ବରୁ ଛାଡପତ୍ର ହୋଇଥିବା ସେ ଲେଖିଛନ୍ତି । ଆଉ ଏହି ଖବର ପରେ ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ ରହୁଥିବା ବର୍ଷା ନିରବୀ ଯାଇଥିଲେ। ହେଲେ କିଛି ଘଣ୍ଟା ପୂର୍ବରୁ ନିଜର ଅପକମିଂ ଫିଲ୍ମ ୱାଇଫର ଏକ ଭିଡିଓ ପୋଷ୍ଟ କରିଛନ୍ତି ଅଭିନେତ୍ରୀ ।

Video Thumbnail
Advertisement
Read More