Videos

Video: ଶାଢୀ ପିନ୍ଧି ରିଲ୍ସ କଲେ ଅଭିନେତ୍ରୀ ସୁମନ, ପ୍ରଶଂସା କଲେ ଫ୍ୟାନ୍ସ

Video: ଟିଭି ପରଦାରେ ନିଜର ନିଖୁଣ ଅଭିନୟ ଦ୍ୱାରା ଦର୍ଶକଙ୍କ ମନକୁ ସହଜରେ ଜିଣିନିଅନ୍ତି ସୁନ୍ଦରୀ ସୁମନ ପଟ୍ଟନାୟକ । ଅନେକ ଟିଭି ଧାରାବାହିକରେ ଅଭିନୟ କରି ଲୋକପ୍ରିୟତା ହାସଲ କରିବା ସହିତ ସୋସିଆଲ ମିଡିଆ ମାଧ୍ୟମରେ ନିଜ ପ୍ରଶଂସକଙ୍କ ସହିତ ଯୋଡ଼ି ହୋଇ ରହିଥାନ୍ତି ସୁମନ । ଅନେକ ସମୟରେ ବିଭିନ୍ନ ଗୀତ ଗୁଡିକରେ ସେ ରିଲ୍ସ ତିଆରି କରିଥାନ୍ତି ଯାହାକୁ ସୋସିଆଲ ମିଡିଆ ବ୍ୟବହାରକାରୀ ଖୁବ ପସନ୍ଦ କରିବା ସହିତ ନିଜର ମତାମତ ଦେଇଥାନ୍ତି କମେଣ୍ଟ ବକ୍ସରେ ।

Video Thumbnail
Advertisement
Read More