Videos

Video: ମାଆ ତାରାତାରିଣୀଙ୍କ ପୀଠରେ ରାଣୀ ପଣ୍ଡାଙ୍କ ପ୍ରତିଶୃତି

Video: ଯାତ୍ରା ତଥା ଆଲବମ ଅଭିନେତ୍ରୀ ରାଣୀ ପଣ୍ଡା ନିକଟରେ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପୀଠ ପରିଦର୍ଶନ କରି ମାଆଙ୍କ ଆଶୀର୍ବାଦ ଲାଭ କରିଛନ୍ତି । ସେ ମାଆଙ୍କ ପୀଠ ପରିଦର୍ଶନ କରିବା ପରେ ମାଆଙ୍କ ପୀଠ ନିକଟରେ ଛିଡାହୋଇ କିଛି ପ୍ରତିଶୃତି ଦେଇଛନ୍ତି । ସେ କହିଛନ୍ତି ଯେ, ପିଣ୍ଡରେ ପ୍ରାଣ ଥିବାଯାଏଁ ଲୋକଙ୍କ ଦୁଃଖ ସମୟରେ ପାଖରେ ଛିଡା ହେବେ ।

Video Thumbnail
Advertisement
Read More