Videos

Rani Panda: ମନୋଜଙ୍କ ସପକ୍ଷରେ ବାହାରିଲେ ରାଣୀ ପଣ୍ଡା! ଭିଡିଓରେ କହିଲେ ଏମିତି

ଅଭିନେତ୍ରୀ ରାଣୀ ପଣ୍ଡା ସଦାବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି । କେତେବେଳେ ନିଜ ଡ୍ୟାନ୍ସ ହେଉ ବା ଫଟୋ ସୁଟ୍ ହେଉ ସବୁବେଳେ ନିଜ ସୋସିଆଲ ଆକାଉଣ୍ଟରେ ପୋଷ୍ଟ କରିଥାନ୍ତି । ତେବେ ଗତକାଲି ଏକ ଭିଡିଓ ସେୟାର କରିଛନ୍ତି ରାଣୀ ପଣ୍ଡା । ସେ ପଶ୍ଚିମ ଓଡ଼ିଶା ଓ ପୂର୍ବ ଓଡ଼ିଶା ତଥା ଓଲିଉଡ କଳିକୁ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, କଳି ନିଜ ବାଟରେ ଥାଉ ହେଲେ କଳାକାର ଓ ଫିଲ୍ମ ଉପରେ ବ୍ୟାନ ଲଗାଇବା ଉଚିତ୍ ନୁହେଁ।

Video Thumbnail
Advertisement
Read More