Videos

Apasara Rani: ଆଉ ଏକ ଫିଲ୍ମର ପ୍ରସ୍ତୁତି, ଭାଇରାଲ ହେଲା ଅପସରା ରାନୀଙ୍କ ଏହି ଭିଡିଓ

Apasara Rani: ରିଲିଜ ହୋଇଛି ଆଇ ଲଭ ୟୁ ୨ ଫିଲ୍ମ। ଏହାକୁ ନେଇ ବେଶ୍ ତର୍କ ବିତର୍କ ଚାଲିଥିବା ବେଳେ ଅଭିନେତ୍ରୀ ଅପସରା ରାନୀ କିନ୍ତୁ ନିଜ ଗନ୍ତବ୍ୟ ଓ ଲକ୍ଷ୍ୟ ସ୍ଥଳରେ ରହିଛନ୍ତି । କେବଳ ଯେ ବଲିଉଡ କି ଓଲିଉଡ ନୁହେଁ ବରଂ ଟଲିଉଡରେ ବି ଜଲୱା ଦେଖାଇଛନ୍ତି ଅପସରା ରାନୀ। ଅପକମିଂ ଏକ ତେଲୁଗୁ ଫିଲ୍ମରେ ଆଇଟମ ସଙ୍ଗରେ ଅଛନ୍ତି ଅପସରା ରାନୀ। ଏହି ଗୀତର ଏକ ଡ୍ୟାନ୍ସ ପ୍ରାକ୍ଟିସ୍ ଭିଡିଓ ନିଜ ଇନଷ୍ଟାଗ୍ରାମ ପେଜ ରେ ସେୟାର କରିଛନ୍ତି ଅପସରା ରାନୀ। ଆପଣ ବି ଏହି ଭିଡିଓ ଦେଖନ୍ତୁ...

Video Thumbnail
Advertisement
Read More