Hindi News >>Home >>Videos
Videos

Video: ସେଲିବ୍ରେଟିଙ୍କ ପାଇଁ ସମସ୍ୟା ବଢ଼ାଇଲା AI, ମୁହଁ ଖୋଲିଲେ ଅଭିନେତ୍ରୀ ଲେସଲି

Video: ବଲିଉଡ ସେଲିବ୍ରିଟିମାନେ କିଛି ସମୟ ପାଇଁ ଡିପ ଫେକ ଭିଡିଓର ଶିକାର ହେଉଛନ୍ତି। ବର୍ତ୍ତମାନ ଏହି ତାଲିକାରେ ଆଲିଆ ଭଟ୍ଟଙ୍କ ନାମ ମଧ୍ୟ ଯୋଡି ହୋଇଛି। ଆଲିଆଙ୍କୁ ନେଇ ହୋଇଥିବା ଏହି AI ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଭିଡିଓରେ ଜଣେ ଝିଅ ବିଛଣାରେ ବସି ଖରାପ ଅଙ୍ଗଭଙ୍ଗୀ କରୁଥିବା ନଜର ଆସିଛନ୍ତି। ଏହି ଝିଅର ମୁହଁରେ ଆଲିଆଙ୍କ ଚେହେରା ଯୋଡ଼ା ଯାଇଛି । ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ଲେସଲି ତ୍ରିପାଠୀ ।

Soubhagya Ranjan Mishra|Nov 27, 2023, 07:03 PM
Video Thumbnail
Advertisement

More Videos