Videos

Sabyasachi Mishra: ରିଲିଜ ହେଲା ପୁଷ୍କରା ଫିଲ୍ମ, ଫ୍ୟାନ୍ସଙ୍କୁ ଏମିତି ଢଙ୍ଗରେ ଧନ୍ୟବାଦ ଦେଲେ ସବ୍ୟ

ଓଲିଉଡର ନୂଆ ଚଳଚ୍ଚିତ୍ର ପୁଷ୍କରା ଆଜି ଗଣେଶ ପୂଜାରେ ରିଲିଜ ହୋଇଛି। ମୌଳିକ ଓଡ଼ିଆ କାହାଣୀକୁ ନେଇ ତିଆରି ହୋଇଥିବା ଫିଲ୍ମ ପୁଷ୍କରାକୁ ନେଇ ସୋସିଆଲ ମିଡିଆରେ କିଛି ଏମିତି ବାର୍ତ୍ତା ଦେଇଛନ୍ତି ଅଭିନେତା ସବ୍ୟସାଚୀ । ଏଇ କିଛି ସମୟ ପୂର୍ବରୁ ହିଁ ଅଭିନେତା ସବ୍ୟସାଚୀ ମିଶ୍ର ଇନଷ୍ଚାଗ୍ରାମରେ ଲାଇଭ୍ ଆସି ଏହି ଫିଲ୍ମକୁ ଫ୍ୟାନ୍ସ ମାନେ ଦେଇଥିବା ଭଲ ପାଇବା ବିଷୟରେ କହିଛନ୍ତି।

Video Thumbnail
Advertisement
Read More