Videos

Sabyarchita Video: ସବ୍ୟର୍ଚ୍ଚିତାଙ୍କ କ୍ରିକେଟ ଖେଳ, ଅର୍ଚ୍ଚିତାଙ୍କ ବ୍ୟାଟିଂରେ ସବ୍ୟସାଚୀ ଘାଇଲା

ଅର୍ଚ୍ଚିତାଙ୍କ ବ୍ୟାଟିଂରେ ସବ୍ୟସାଚୀ ଘାଇଲା । ଅଭିନେତା ସବ୍ୟସାଚୀ ବୋଲିଂ କଲେ ଆଉ ବ୍ୟାଟ୍ ବୁଲାଇଲେ ଅଭିନେତ୍ରୀ ତଥା ପତ୍ନୀ ଅର୍ଚ୍ଚିତା । ଏମିତି ଏକ ଭିଡିଓ ନିଜ ଇନଷ୍ଟା ପେଜ ରେ ସେୟାର କରିଛନ୍ତି ଅଭିନେତା । ତେବେ ଏହି ଭିଡିଓଟି ଗତ କାଲିର ଭାରତ ଅଷ୍ଟ୍ରେଲିଆ ମ୍ୟାଚ ପୂର୍ବର ବୋଲି କୁହାଯାଉଛି।

Video Thumbnail
Advertisement
Read More