Videos

Video: ଜଣେ ଚାଷୀଙ୍କୁ କ୍ଷେତ ନିକଟରେ ନଚାଇଦେଲେ ଏହି ଅଭିନେତା

Video: ଅଭିନେତା ପିଣ୍ଟୁ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ଗୋଟିଏ ପରେ ଗୋଟିଏ ନିଜର ନୂଆ ମ୍ୟୁଜିକ ଭିଡିଓ ରିଲିଜ୍ କରିବା ପରେ ପିଣ୍ଟୁ ଏବେ ଦର୍ଶକଙ୍କ ପ୍ରିୟ । ନିକଟରେ ଜଣେ ଚାଷୀଙ୍କୁ ସେ ବିଲ ନିକଟରେ ଧୁମ୍ ନଚାଇଛନ୍ତି । ଦେଖନ୍ତୁ ଏହି ଭିଡିଓ

Viral Video: ରାସ୍ତା ମଝିରେ ଅଭିନେତା ପିଣ୍ଟୁଙ୍କ ସହ ଚାଷୀ ଭାଈଙ୍କ ଜବରଦସ୍ତ ନାଚ । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଈରାଲ୍ ହେବାରେ ଲାଗିଛି

Video Thumbnail
Advertisement
Read More